ରାଜଧାନୀରେ ବାମ ପାର୍ଶ୍ବରେ ଗାଡ଼ି ରଖିଲେ ଜରିମାନା

ଭୁବନେଶ୍ୱର : ଏଣିକି ଟ୍ରାଫିକ୍‌ ଛକର ବାମ ପାର୍ଶ୍ବରେ କେହି ଗାଡ଼ି ରଖିପାରିବେ ନାହିଁ। ଜରୁରୀକାଳୀନ ଗାଡ଼ି ଅର୍ଥାତ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭିଆଇପି କାର୍‌କେଡ୍ ଗସ୍ତ ପାଇଁ ରାସ୍ତା ଫାଙ୍କା ରହିବ। ନିୟମ ଉ‌ଲ୍ଲଙ୍ଘନ କଲେ ଗାଡ଼ି ଚାଳକଙ୍କୁ ୫ଶହରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବେ। ଟ୍ରାଫିକ୍ ଡିସିପି ଏସ୍‌. ସୁଶ୍ରୀ ଶୁକ୍ରବାର ଦିନ ଭୁବନେଶ୍ବରର ପ୍ରମୁଖ ଟ୍ରାଫିକ୍ ଛକଗୁଡ଼ିକ ବୁଲି ଅନୁଧ୍ୟାନ କରିବା ସହ … Continue reading ରାଜଧାନୀରେ ବାମ ପାର୍ଶ୍ବରେ ଗାଡ଼ି ରଖିଲେ ଜରିମାନା